ମୋଟତେଲ
(ମୋଟ ମାଇପା—ଅନ୍ୟରୂପ)
(ସରୁତେଲ—ବିପରୀତ)
ଯେଉଁ ତେଲ ପତଳା ନୁହେଁ ଓ ଯାହା ସୁକୁମାରିଆ ଲୋକମାନେ ବ୍ୟବହାର କରନ୍ତି ନାହିଁ —Coarse of crude oil; thick oil.
[ଦ୍ରଷ୍ଟବ୍ୟ — ଜଡ଼ା ତେଲ, ପୁଲାଙ୍ଗ ତେଲ ଆଦି ଏହି ଶ୍ରେଣିର ଅନ୍ତର୍ଗତ]