Jump to content

ମୋଟନକ

ଉଇକିଅଭିଧାନ‌ରୁ

ମୋଟନକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି— (ମୋଟନ+କ)

[ସମ୍ପାଦନା]
୧. ବିନାଶ; ଲୟ; ଧ୍ୱଂସ — ୧. Extinction; destruction; ruin.
୨. ଏକାଦଶାକ୍ଷର ବିଶିଷ୍ଟ ସଂସ୍କୃତ ଛନ୍ଦୋବିଶେଷ — ୨. A metre in sanscrit with eleven syllables (sounding like snapping of fingers).

[ଦ୍ରଷ୍ଟବ୍ୟ — ଏହି ଛନ୍ଦର ୧ମ, ୨ୟ, ୫ମ, ୮ମ, ଓ ୧୧ଶ ବର୍ଣ୍ଣ ଗୁରୁ ଏବଂ ୩ୟ, ୪ର୍ଥ. ୬ଷ୍ଠ, ୭ମ, ୯ମ, ୧ ବର୍ଣ୍ଣ ଲଘୁ ]