ମୋଟର୍ ତେଲ
ଦେଖଣା
ମୋଟର୍ ତେଲ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୋଟର୍ ତେଲ
|
ଦେଶଜ - ବିଶେଷ୍ୟ - (ଇଂରାଜୀ - ମୋଟର୍ ଓ ସଂସ୍କୃତ - ତୈଳ)
[ସମ୍ପାଦନା]- ୧. ମୋଟର ଗାଡ଼ିକି ଚଳାଇବା ପାଇଁ ବ୍ୟବହୃତ ଶୋଧିତ କିରାସିନି ତେଲ; ପେଟ୍ରୋଲ — ୧. Motor oil; petrol .
- ୨. ମୋଟର ଗାଡ଼ିର ଯନ୍ତ୍ରକୁ ମାର୍ଜିତ କରିବାର ବ୍ୟବହୃତ ତୈଳ —୨. Mobil oil; oil used for greasing the motor engine.