ମୋଟାଖରଚା
ଦେଖଣା
ମୋଟାଖରଚା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କୌଣସି ଉପଲକ୍ଷିରେ ଜଣେ ବ୍ୟକ୍ତିର କୃତ ସମସ୍ତ ଖରଚ — ୧. The total expenses incurred by a person on a certain occasion.
- ୨. କୌଣସି କର୍ମ ଉପଲକ୍ଷରେ ବହୁବ୍ୟୟସାଧ୍ୟ କେତେକ ବିଷୟରେ ହୋଇଥିବା ଖରଚ —୨. Individua; items of heavy expenses in curred on a certain occasion.
- ୩. ମାମୁଲି ବା ଧରାବନ୍ଧା ଖରଚ —୩. Routine or fixed items of expenditure.