Jump to content

ମୋଟାଖାଇବା

ଉଇକିଅଭିଧାନ‌ରୁ

ମୋଟାଖାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ମୋଟ ଭାତ ଖାଇବା —To take coarse food; to subsist on coarse food.

[ଯଥା—ମୋଟ ଖାଇ ରୋଟ ପିନ୍ଧି ଆଜି କାଲି ମୋର ଗୁଜୁରାନ୍ ମେଣ୍ଟୁଛି]