Jump to content

ମୋଟ୍ଟାୟିତ

ଉଇକିଅଭିଧାନ‌ରୁ

ମୋଟ୍ଟାୟିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମୁଟୁ ଧାତୁ+ଆୟ+ଇତ)

[ସମ୍ପାଦନା]

ନାୟକାର ଭାବ— ବିଶେଷ; ନାୟକକୁ ଦେଖି ବା ନାୟକକୁ ସ୍ମରଣ କରି ନାୟିକାର କାମୋଦ୍ଦୀପନସୂଚକ ଦେହ ମୋଡ଼ି ଭିଡ଼ ହେବା ବା ଅଳସ ଭାଙ୍ଗିବାର ଭଙ୍ଗୀ; ଦେହ ମୋ଼ଡ଼ି ଭିଡ଼ି ହେବା ଭଙ୍ଗୀ —Silent in voluntary expression of affection towards an absent lover when he is remembered or talked of (Apte); an amatory expression of a woman on seeing or recollecting her lover (by the twisting of the limbs, scratching of the ears and making other signs).

(ଉ—ଲୀଳାବିଳାସ ମୋଟ୍ଟାୟିତ ଆଦିରେ, ନୀଳ କୀଲାଳ— କେଶୀ ରାଜିଲା ଖରେ ଗୋଲୋକ. ଇନ୍ଦୁରେଖା)