Jump to content

ମୋଟ କରିବା

ଉଇକିଅଭିଧାନ‌ରୁ

ମୋଟ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ବହୁ ରାଶି ଯୋଗ କରିବା — ୧. To add up; to tatal; to sum up many numbers.

୨. ସରୁଆ ପଦାର୍ଥକୁ ସ୍ଥୂଳ କରିବା —୨. To thicken.
୩. ବଢ଼ାଇବା; ଫୁଲାଇବା; ଆକାର ବୃଦ୍ଧି କରାଇବା —୩. To cause to swell on; to become large.
୪. (କଥାକୁ) ଉପର୍ଯ୍ୟୁରପରି ଆଲୋଚନାଦ୍ୱାରା ଗୁରୁତ୍ୱର ବା ଗୋଳମାଳିଆ କରିବା —୪. To make matters confused or confounded or assume unduly grave proportions.

(ଯଥା— ଗୋଟିଏ କଥାକୁ ବହୁବାର ଆଲୋଚନାଦ୍ୱାରା କଥାକୁ 'ମୋଟ' କରାଯାଏ)

୫. ଛୋଟ ବା ତୁଚ୍ଛ କଥାକୁ ଅଯଥା ଦୀର୍ଘ ବା ଗୋଳମାଳିଆର କରିବା, ବଢ଼ାଇବା —
୫. To make a matter swell in to inordinate or vary grave proportions by constantly hammering on it

[ଦ୍ରଷ୍ଟବ୍ୟ — ଉଦାହରଣସ୍ୱରୁପ—ଜଣକର ସାମାନ୍ୟ ତ୍ରୁଟି ହୋଇଅଛି ଯାହାକି ଧର୍ତ୍ତ୍ୟବ୍ୟ ନୁହେଁ କିନ୍ତୁ ସେ ବିଷୟକୁ ଘନ ଘନ ଚର୍ଚ୍ଚା ବା ଆଲୋଚନା କଲେ ସେ କଥାଟା ମୋଟା ହୋଇଯାଏ ଅର୍ଥାତ୍ ସେ ତ୍ରୁଟିଟା ଅଯଥା ଗୁରୁତ୍ୱର ଆକାର ଧାରଣ କରେ

ଗୋଟିଏ ଅପରାଧକୁ ପ୍ରଥମରୁ ଘୋଡ଼ାଇ ପକାଇଲେ ତତ୍ପ୍ରତି ସାଧାରଣଙ୍କ ଦୃଷ୍ଟି ପଡ଼େ ନାହିଁ, କିନ୍ତୁ ସେ କଥାକୁ ଘନଘନ ଚର୍ଚ୍ଚା କରିବାଦ୍ୱାରା ସେ ବିଷୟ ପଛକୁ ଏପରି ମୋଟ ହୋଇଯାଏ ଏ ତାହା ଆଉ ଘୋଡ଼ାଇ ରଖି ହୁଏ ନାହିଁ ଆଜିକାଲିର ଖବର କାଗଜମାନଙ୍କରେ ସାମାନ୍ୟ କଥାମାନ ମୋଟା ହେବାର ଉଦାହରଣ ପ୍ରାୟ ସବୁବେଳେ ଦେଖାଯାଇଥାଏ ]