ମୋଟ ଲୁଗା
ଦେଖଣା
ମୋଟ ଲୁଗା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୋଟ ଲୁଗା
|
(ସରୁ ବା ବାରିକ୍ ଲୁଗା—ବିପରୀତ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କର୍କଶ ବସ୍ତ୍ର; ରଗଡ଼ ଲୁଗା; ଖଦଡ଼; ବଗଡ଼ା ଲୁଗା; ମୋଟା ସୂତାରେ ବୁଣା ଲୁଗା — Coarse-fibred cloth; coarse cloth; 'Khaddar' cloth woven with coarse yarn.