Jump to content

ମୋଠଉଁ

ଉଇକିଅଭିଧାନ‌ରୁ

ମୋଠଉଁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ମୋଠୁଁ—ଅନ୍ୟରୂପ)

ଦେଶଜ - ଅ

[ସମ୍ପାଦନା]
୧. ମୋ ନିକଟରୁ —୧. From my side.
୨. ମୋଠାରୁ —୨. From me.
୩. ମୋ ଅପେକ୍ଷା —୩. Than myself.

(ଉ— ସାଇପଡ଼ିଶାକୁ ପଚାରିଆ ତୁ ମୋଠଉଁ ଘରଣୀ କିଏ ହାସ୍ୟତରଙ୍ଗ)