Jump to content

ମୋଡ଼

ଉଇକିଅଭିଧାନ‌ରୁ

ମୋଡ଼

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବି(ସଂସ୍କୃତ - ମୁଡ଼୍ ଧାତୁ; ସଂସ୍କୃତ - ମୁରଣ—ଗୁଡ଼ାଇବା ହିନ୍ଦୀ - ଶ)

[ସମ୍ପାଦନା]
୧. ବାଙ୍କ; କୌଣସି ବସ୍ତୁ ବଙ୍କା ହୋଇ ଯାଇଥିବା ସ୍ଥାନ —୧. A turn; a turning; the bend or twist of a thing bent or twisted.
୨. କୌଣସି ବସ୍ତୁ ବଙ୍କା ହୋଇ ଯାଇଥିବା କୋଣ —୨. A corner of a bent thing.
୩. ଯୋଉଁଠାରେ ପଥ ବା ବନ୍ଧ ବା ନଦୀ ବକ୍ର ହୋଇ ଅନ୍ୟ ଦିଗକୁ ଯାଇଥାଏ —୩. The turning of a road or river or embankment bend.
୪. ବକ୍ରକରଣ; ବଙ୍କାଇବା — ୪. Bending.
୫. ପଥଶୀର୍ଷ; ଦୁଇଟି ରାସ୍ତା ବା ଗଳିର ଛକ —୫. The crossing place of two roads or lenes.
୬. କପଟତା; ଶଠତା; କପଟା— ଚରଣ —୬. Crooked behaviour.

[ଦ୍ରଷ୍ଟବ୍ୟ — ମୋଡ଼ ଶବ୍ଦ ଯୁକ୍ତ ହୋଇ ଦିଗମୋଡ଼, ପାଣିମୋଡ଼, କଥାର ମୋ଼ଡ଼ ଓ ଡାହାଣ ମୋଡ଼ ଆଦି ହୁଏ]