Jump to content

ମୋଡ଼ାଏ

ଉଇକିଅଭିଧାନ‌ରୁ

ମୋଡ଼ାଏ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମୋଡାଟା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଏକଥର ମୋଡ଼ିବା —୧. One twisting.

[ଉ—ତାହାର ନାମ ବଭ୍ରୁ ନାମ ବୋଲା, ସଂଗ୍ରାମେ ଅର୍ଜୁନଙ୍କୁ ଦେଲା ସେ ମୋଡାଏ—କୃଷ୍ଣସିଂହ. ମହା— ଭାରତ. ଆଦି]

୨. ଏକ ମୋଡ଼ା ସୂତା — ୨. A coil of string.