ମୋଡ଼ା ପକାଇବା
ଦେଖଣା
ମୋଡ଼ା ପକାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୋଡ଼ା ପକାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ପିଲାମାନେ ଖେଳିଲା ବେଳେ କୌଣସି ଦ୍ରବ୍ୟ ବା ସ୍ଥାନକୁ ନିଷେଧ କରିବା —(children while playing) To prohibit a thing or place.
[ଦ୍ରଷ୍ଟବ୍ୟ —ଦ୍ରବ୍ୟ ବା ସ୍ଥାନର ଚତୁର୍ଦ୍ଦିଗରେ ମୁଣ୍ଡୂଳା କାଟି ଅଟକ କରନ୍ତି]