Jump to content

ମୋଡ଼ା ପଡ଼ିବା

ଉଇକିଅଭିଧାନ‌ରୁ

ମୋଡ଼ା ପଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ବଙ୍କେଇ ହୋଇଯିବା; ବକ୍ର ହେବା — ୧. To bend to be twisted.

(ଉ— ମୋଡା ନ ପଡିବାରୁ ଗୁଣ ମୁଦୀଆକୁ, ଖଞିଲେ ନକୁଳ ଓ ଡାଳକୁ ସେ ଡାଳକୁ—କୃଷ୍ଣସିଂହ. ମହାଭାରତ)

୨. ବହୁତ ବଳା ଯାଇଥିବା ସୂତା ଆଦି ଯୋଡି ହୋଇ ଯାଇ ଏକତ୍ର ହୋଇଯିବା —୨. (thread or rope) To become entwined or too much twisted.