ମୋଡ଼ି
ଦେଖଣା
ମୋଡ଼ି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୋଡ଼ି
|
ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ମରହଟ୍ଟାମାନଙ୍କର ସାଧାରଣ ବ୍ୟବହୃତ ଲିଖିତ ଲିପି; ଛଟା ଲେଖା —The drawn script used by the Marhattis in ordinary business.
[ଦ୍ରଷ୍ଟବ୍ୟ —ମରହଟ୍ଟୀ ଭାଷାର ସାହିତ୍ୟ ଲେଖାମାନ ଦେବନାଗରୀ ଅକ୍ଷରରେ ଲିଖିତ ହୋଇଥାଏ; ମାତ୍ର ସାଧାରଣ ନିତ୍ୟ ବ୍ୟବହାର୍ଯ୍ୟ ଲେଖାମାନ ମୋଡ଼ି ଲିପିରେ ଲେଖାଯାଏ ]