Jump to content

ମୋଡ଼ିମାଡ଼ି ହୋଇ ରହିବା

ଉଇକିଅଭିଧାନ‌ରୁ

ମୋଡ଼ିମାଡ଼ି ହୋଇ ରହିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କିଂକର୍ତ୍ତବ୍ୟବିମୂଢ଼ ହୋଇ ତୁନି ହେବା; ନିରସ୍ତ ହେବା —୧. To keep silent being helpless.
୨. ଆପଣାର ପରାକ୍ରମ ଦେଖାଇ ସାରି ଶେଷକୁ ନିରସ୍ତ ହୋଇ ରହିବା ବା ତୂର୍ଷ୍ଣୀଂଭାବ ଧାରଣ କରିବା —୨. To be quiet after being baffled; to be baffled.