Jump to content

ମୋଡ଼ି ଛୋଡ଼ି ହେବା

ଉଇକିଅଭିଧାନ‌ରୁ

ମୋଡ଼ି ଛୋଡ଼ି ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଦେହ ହାତ ଭିଡ଼ି ମୋଡ଼ି ହୋଇ ଅଳସ ମେଣ୍ଟାଇବା — ୧. To turn over or twist one's limbs to overcome laziness.
୨. (ଲକ୍ଷଣାର୍ଥ) କୌଣସି କାର୍ଯ୍ୟ କରିବା ପାଇଁ ମୁହଁରେ ମନା ନ କରି ଅଙ୍ଗଭଙ୍ଗୀଦ୍ୱାରା ଅନିଚ୍ଛା କରିବା —୨. (figurative) To express unwillingness to do a work by signs (and not by words).