Jump to content

ମୋଡ଼ି ବସିବା

ଉଇକିଅଭିଧାନ‌ରୁ

ମୋଡ଼ି ବସିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ହଠାତ୍ ଆସି କୌଣସି ବ୍ୟକ୍ତିକୁ ବା ଜନ୍ତୁକୁ ଆକ୍ରମଣ କରି ତାକୁ ତଳେ ପକାଇ ତା ଉପରେ ଚଢ଼ି ବସିବା —୧. To grapple; to suddenly pounce upon and lay ones-self on the body of another; to overpower a person.

(ଯଥା—ବାଘଟା ଆସି ସେ ବାଛୁରିକି ମାଡ଼ି ବସିଲା)

୨. ଘୋଟି ଯିବା — ୨. To over-cloud; to envelop; to enshroud.

(ଯଥା—ଏ ଫଟୋଗ୍ରାଫ୍ରେ ବାବୁଙ୍କ ମୁହଁ ଉପରେ କଳାଛାଇଟାଏ ମାଡ଼ି ବସିଛି)

୩. ଯବରଦସ୍ତି କୌଣସି ସ୍ଥାନକୁ ବା ସମ୍ପତ୍ତିକୁ ଅଧିକାର କରିବା — ୩. To take forcible possession of athing or place.
୪. ପରର ପ୍ରାପ୍ୟକୁ ନ ଦେଇ ଅନ୍ୟାୟ ପୂର୍ବକ ରଖିବା —୪. To illegally retain another's dues.
୫. କୌଣସି ସ୍ଥାନ ଅଧିକାରକରି ରହିବା — ୫. To keep up one's hold or posses sion over an area.
୬. ବଳାତ୍କାରରେ ସ୍ତ୍ରୀକୁ ସଙ୍ଗମ କରିବା —୬. To commit rape on or outrage a woman.