ମୋଡ଼ି ଭିଡ଼ି ହେବା
ଦେଖଣା
ମୋଡ଼ି ଭିଡ଼ି ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୋଡ଼ି ଭିଡ଼ି ହେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଦେହ ହାତ ଭିଡ଼ି ମୋଡ଼ି ହୋଇ ଅଳସ ମେଣ୍ଟାଇବା — ୧. To turn over or twist one's limbs to overcome laziness.
- ୨. (ଲକ୍ଷଣାର୍ଥ) କୌଣସି କାର୍ଯ୍ୟ କରିବା ପାଇଁ ମୁହଁରେ ମନା ନ କରି ଅଙ୍ଗଭଙ୍ଗୀଦ୍ୱାରା ଅନିଚ୍ଛା କରିବା —୨. (figurative) To express unwillingness to do a work by sings (and not by words).
ମୋଡ଼ି ଭିଡ଼ି ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୋଡ଼ି ଭିଡ଼ି ହେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଅଙ୍ଗ ବିକ୍ଷୋପଦ୍ୱାରା ଶରୀରର ଜଡତା ଦୂର କରିବା; ଆଳସ୍ୟ ମେଣ୍ଟାଇବା ପାଇଁ ଅଙ୍ଗ ବିକ୍ଷେପ କରିବା —୧. To twist one's limbs to cast off stupor or langour.
- ୨. ଅଙ୍ଗଭଙ୍ଗୀଦ୍ୱାରା ଅନିଚ୍ଛା ପ୍ରକାଶ କରିବା —୨. To express signs of unwillingness to do a work.