Jump to content

ମୋଡ଼ି ମୋଡ଼ି

ଉଇକିଅଭିଧାନ‌ରୁ

ମୋଡ଼ି ମୋଡ଼ି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ଅସମାପିକା କ୍ରି. ଓବିଶେଷଣ - (ସଂସ୍କୃତ - ମର୍ଦ୍ଦନ)

[ସମ୍ପାଦନା]

ମୋଡ଼ିବା କାର୍ଯ୍ୟ କରି; ମର୍ଦ୍ଦନ କରି —By twisting.

[ଉ—ପାଣ୍ଡବେ ଏହା ଶୁଣି ବାହୁ ମୋଡ଼ି ମୋଡ଼ି, କୃଷ୍ଣସିଂହ. ମହାଭାରତ. ଉଦ୍ଯୋଗ]

ଦେଶଜ - ବିଶେଷଣ -

[ସମ୍ପାଦନା]

ଚକ୍ର; ବଙ୍କା — Curved.

[ଉ—ସାପଟା ମୋଡ଼ି ମାଡ଼ି ହୋଇ ପଳାଉଛି]