ମୋଡ଼ି ମୋଡ଼ିଆ
ଦେଖଣା
ମୋଡ଼ି ମୋଡ଼ିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୋଡ଼ି ମୋଡ଼ିଆ
|
ଦେଶଜ - ବିଶେଷଣ -
[ସମ୍ପାଦନା]ମୋଡ଼ି ମାଡ଼ି ହୋଇଥିବା — Twisted.
[ଉ—ମୋଡ଼ି ମୋଡ଼ିଆ କର୍ଣ୍ଣେ ସୁନାବଳା, ଓଝା ଚାଟଙ୍କର ଉତ୍ସବ ମେଳା ଶ୍ରୀପଞ୍ଚମୀ ଗୀତ]
ଦେଶଜ - ବିଶେଷ୍ୟ - (ବୈଦ୍ୟକ)
[ସମ୍ପାଦନା]ଏକପ୍ରକାର ଗଛ —The name of a plant.
[ଦ୍ରଷ୍ଟବ୍ୟ —ଏହାର ମୂଳର ଛାଲି ବହୁମୂତ୍ର ନିବାରଣାର୍ଥେ ବ୍ୟବହୃତ କରାଯାଏ ଦ୍ରବ୍ୟଗୁଣ କଳ୍ପଦ୍ରୂମ ]