ମୋଡ଼ ଛୋଡ଼
ଦେଖଣା
ମୋଡ଼ ଛୋଡ଼
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୋଡ଼ ଛୋଡ଼
|
ଦେଶଜ - ବିଶେଷଣ - ଓ ବିଶେଷ୍ୟ -
[ସମ୍ପାଦନା]- ୧. ମୋଡ଼ି ଛୋଡ଼ି; ମୋଡ଼ି ଭିଡ଼ି; ଅଙ୍ଗାଦିର ସଙ୍କୋଚନ ଓ ପ୍ରସାରଣ —୧. Twisting of limbs especially the trunk to remove lethargy.
- ୨. କୌଣସି କାର୍ଯ୍ୟ କରିବାକୁ ଅନିଚ୍ଛୁକ —୨. Unwilling to do any work.