ମୋଡ଼ ମାଡ଼
ଦେଖଣା
ମୋଡ଼ ମାଡ଼
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବି— (ନିରର୍ଥକ ସହଚର)
[ସମ୍ପାଦନା]- ୧. ମୋଡ଼; ବାଙ୍କ — ୧. A turn of a road.
- ୨. କଥାର ପେଞ୍ଚ —୨. Crafty speech.
- ୩. ଫେର୍ଫାର୍; କପଟ; ଛଳ —୩. Fraud; practising of deception conduct.
- ୪. କପଟାତାପୂର୍ଣ୍ଣ ବ୍ୟବହାର — ୪. Crooked conduct.
- ୫. ଦାମ ସ୍ଥିର ନ କରି ମୂଲାଇବା —୫. Higgling abd haggling.