Jump to content

ମୋଢା

ଉଇକିଅଭିଧାନ‌ରୁ

ମୋଢା

ଉଚ୍ଚାରଣ

[ସମ୍ପାଦନା]
(ମୋଢ଼ୀ—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ଗାଳି) (ସଂସ୍କୃତ - ମୂଢ)

[ସମ୍ପାଦନା]
୧. ମୂଢ଼; ନିର୍ବୋଧ — ୧. Fool; stupid.

[ଉ—ଲୋକେ ବୋଲିବେ ଆଣ୍ଠୁକୁଡୀ, କେମନ୍ତେ ଶୁଣିବି ମୁଁ ମୋଢ଼ୀ ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ]

୨. ଦୁଷ୍ଟ —୨. Wicked.
୩. ଘାତୁକ —୩. Murderer.