Jump to content

ମୋଣ

ଉଇକିଅଭିଧାନ‌ରୁ

ମୋଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମୁଣ୍ ଧାତୁ=ପ୍ରତିଜ୍ଞା କରିବା+ଅ)

[ସମ୍ପାଦନା]
୧. ଶୁଷ୍କଫଳ —୧. Dried fruit.
୨. ନକ୍ର; କୁମ୍ଭୀର — ୨. Crocodile.
୩. ଜଳଚର ମକ୍ଷିକା ବିଶେଷ — ୩. A sort of aquatic flea.

[ଦ୍ରଷ୍ଟବ୍ୟ —ଏମାନେ ନୌକାର ପଛେ ପଛେ ସନ୍ତରଣ କରନ୍ତି]

୪. ସର୍ପ କରଣ୍ଡ; ସାପର ପେଡ଼ା —୪. A circular flat basket for carrying snakes.