Jump to content

ମୋତିଚୁର

ଉଇକିଅଭିଧାନ‌ରୁ

ମୋତିଚୁର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୁଗ୍ଧଚୂର୍ଣ୍ଣ)

[ସମ୍ପାଦନା]
୧. ମୁଗ ବେଶନରେ ପ୍ରସ୍ତୁତ ସୂକ୍ଷ୍ମଦାନାବିଶିଷ୍ଟ ଲଡ଼ୁ; ମିହିଦାନା — ୧. A sweetmeat ball made from moong paste,
୨. ଏକ ପ୍ରକାର ଧୁଆଁପତ୍ର; ମୋତିହାରି —୨. A species of tobacco leaf.