ମୋତିଝଡ଼ାଇବା
ଦେଖଣା
ମୋତିଝଡ଼ାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୋତିଝଡ଼ାଇବା
|
ଦେଶଜ - କ୍ରିୟାପଦ - (ଲକ୍ଷଣାର୍ଥ)
[ସମ୍ପାଦନା]- ୧. ମନକୁ ମୋହିବା ପ୍ରକାରେ ହସିବା —୧. To laugh sweety.
- ୨. ଲୁହ ଗଡ଼ାଇବା; କାନ୍ଦିବା —୨. To shed tears.
- ୩. ଅତି ସୁନ୍ଦର ଗୋଲ, ଛୋଟ ଓ ସ୍ପଷ୍ଟ ଅକ୍ଷର ଲେଖିବା —୩. To write small round and clear letters
- ୪. ମନକୁ ମୋହିବା ପ୍ରକାରେ କଥା କହିବା — ୪. To speak sweetly.