Jump to content

ମୋତିଝଡ଼େଇବା

ଉଇକିଅଭିଧାନ‌ରୁ

ମୋତିଝଡ଼େଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ଲକ୍ଷଣାର୍ଥ)

[ସମ୍ପାଦନା]
୧. ମନକୁ ମୋହିବା ପ୍ରକାରେ ହସିବା —୧. To laugh sweety.
୨. ଲୁହ ଗଡ଼ାଇବା; କାନ୍ଦିବା —୨. To shed tears.
୩. ଅତି ସୁନ୍ଦର ଗୋଲ, ଛୋଟ ଓ ସ୍ପଷ୍ଟ ଅକ୍ଷର ଲେଖିବା —୩. To write small round and clear letters
୪. ମନକୁ ମୋହିବା ପ୍ରକାରେ କଥା କହିବା — ୪. To speak sweetly.