ମୋତିଲାଲ ନେହେରୁ
ଦେଖଣା
ମୋତିଲାଲ ନେହେରୁ
ଉଚ୍ଚାରଣ
[ସମ୍ପାଦନା](ମୋତିଲାଲ୍ ନେଢୁ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ଆହ୍ଲାହାବଦର ସୁନାମ ପ୍ରସିଦ୍ଧ ସୂର୍ଗୀୟ ଦେଶସେବକ —The late famous Motilal Neheru of Allahabad.
[ଦ୍ରଷ୍ଟବ୍ୟ —ଏ କାଶ୍ମୀର ବ୍ରାହ୍ମଣ, ଜନ୍ମ ୧୮୬୧: ଖ୍ରୀଷ୍ଟାବ୍ଦ ଏହାଙ୍କର ପୁତ୍ର ପଣ୍ଡିତ ଜହରଲାଲ
ହୋମରୁଲ୍ ନନ୍କୋ— ଅପେରେସନ୍ , ସ୍ୱରାଜ୍ୟ ଆନ୍ଦୋ— ଲନର ନେତା ଏ ଓକିଲାତି ଛାଡ଼ି ତାଙ୍କର ଆଲ୍ଲାହାବାଦରେ ଥିବା ପ୍ରକାଣ୍ଡ ଆନନ୍ଦଭବନ ପ୍ରାସାଦକୁ କଂଗ୍ରେସକୁ ଦାନ କରି ଦେଇଅଛନ୍ତ ଅମୃତସର କଂଗ୍ରେସରେ (୧୯୧୯: ) ପ୍ରେସିଡ଼େଣ୍ଟ ହୋଇଥିଲେ ୧୯୨୧:ରେ ୬ମାସ ଜେଲ ନେତା ଭୋଗିଥିଲେ ୧୯୨୮:ରେ କଲିକତା କଂଗ୍ରେସର ନେତା ହେଲେ ୧୯୨୮:ରେ ସ୍ୱୟତ୍ତ ଶାସନ ନିମନ୍ତେ ଦେଇଥିବା ରିପୋର୍ଟ ତୁମ୍ଭଳ ଆନ୍ଦୋଳନ ସୃଷ୍ଟି କଲା]