ମୋତିହାରୀ
(ମୋତିଚିର୍; ମତିହାରି—ଅନ୍ୟରୂପ)
ଏକ ପ୍ରକାର ନିକୃଷ୍ଟ ଧୁଆଁପତ୍ର —A Sort of inferior tobacco.
[ଦ୍ରଷ୍ଟବ୍ୟ — ବଙ୍ଗ— ଦେଶର ମୋତିହାର ନାମକ ସ୍ଥାନରେ ହେଉଥିବାରୁ ଏହି ନାମ]