ମୋତି ମାଳୀ
ଦେଖଣା
ମୋତି ମାଳୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୋତି ମାଳୀ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୌକ୍ତିକମାଳା)
[ସମ୍ପାଦନା]କଣ୍ଠାଭରଣ— ବିଶେଷ —A neck-lace.
[ଉ— କାଚମାଳୀ ମୋତିମାଳୀ କଣ୍ଠାମାଳୀ ମଞ୍ଜୁ. କମ୍ୱୂକର୍ଣ୍ଣେ ଲଗାଇ ଅଛି କି କୁନ୍ଦା ରଜ୍ଜୁ ଭଞ୍ଜ. ଲାବଣ୍ୟବତୀ]