Jump to content

ମୋଦ

ଉଇକିଅଭିଧାନ‌ରୁ

ମୋଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ମୁଦ୍ ଧାତୁ=ହୃଷ୍ଟ ହେବା+ଭାବ . ଅ)

[ସମ୍ପାଦନା]
୧. ହର୍ଷ; ଆନନ୍ଦ —୧. Delight; joy
୨. ଆମୋଦ — ୨. Amusement.
୩. ସୁଗନ୍ଧ; ସୁବାସ — ୩. Fragrance; sweet scent.