Jump to content

ମୋଦକ

ଉଇକିଅଭିଧାନ‌ରୁ

ମୋଦକ

ଉଚ୍ଚାରଣ

[ସମ୍ପାଦନା]
(ମୋଦିକା—ସ୍ତ୍ରୀ)
  • (file)

ସଂସ୍କୃତ - ବିଣ— (ମୁଦ ଧାତୁ ଣିଚ୍ ମୋଦି ଧାତୁ—ଆନନ୍ଦିତକରିବା +କର୍ତ୍ତୃ. ଅକ)

[ସମ୍ପାଦନା]

ଆହ୍ଲାଦଜନକ —Delightful; pleasant.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଲଡ଼ୁ, ମୁଆ — ୧. Cakes of sweetmeat.
୨. ଶର୍କରା; ଗୁଡ଼ — ୨. Molasses.
୩. ସଙ୍କର ଜାତିବିଶେଷ; କ୍ଷତ୍ରିୟ— ପିତା ଓ ଶୂଦ୍ରା ମାତା ଠାରୁ ଜାତ ସନ୍ତାନ; ଗୁଡ଼ିଆ — ୩. A mixed class of confectioners.
୪. ଶର୍କରାପକ୍ୱ ମିଷ୍ଟ ଔଷଧ —୪. Medicine rolled into balls with sugar.

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -

[ସମ୍ପାଦନା]

ଗଣେଶ ଚର୍ତୁର୍ଥୀ ପର୍ବରେ ପୂଜା ପାଇଁ ଅଟା, ଘିଅ, ଗୁଡ଼ ଓ ନାନା ମସଲା ମିଶି ପ୍ରସ୍ତୁତ ହୋଇଥିବା ଲଡ଼ୁ — A sweetmeat prepared with flower ghee, molasses and many spice for offerings Bhoga to god Gaṇeṡ

[ଦ୍ରଷ୍ଟବ୍ୟ — ୨୧:ଟି ମୋଦକ ମଧ୍ୟରୁ ୧ଟି ବ୍ରତଧାରୀର ଓ ୧ଟି ପୁରୋହିତର ପ୍ରାପ୍ୟ ଅବଶିଷ୍ଟ ଗୋଟିକ ଗଣେଷଙ୍କ ହସ୍ତରେ ସ୍ଥାପିତ ହୁଏ]