Jump to content

ମୋଦନ

ଉଇକିଅଭିଧାନ‌ରୁ

ମୋଦନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମୁଦ୍ଧାତୁ ଣିଚ୍+ଭାବ. ଅନ)

[ସମ୍ପାଦନା]
୧. ହର୍ଷ; ଆହ୍ଲାଦ —୧. Joy; delight; happiness
୨. ଶକ୍କିକ; ମହଣ —୨. Bee's wax.
୩. ଆନନ୍ଦ କରଣ; ହର୍ଷୋତ୍ପାଦକ —୩. Delighting; giving pleasure.