Jump to content

ମୋଦା

ଉଇକିଅଭିଧାନ‌ରୁ

ମୋଦା

ଉଚ୍ଚାରଣ

[ସମ୍ପାଦନା]

(ମୋଦାଢ୍ୟା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ମୁଦ୍ ଧାତୁ+କର୍ତ୍ତୃ. ଅ+ଆ)

[ସମ୍ପାଦନା]
୧. ଅଜମୋଦା; ବଣ ଜୁଆଣି —୧. Wild carraway; Ligusticum Ajwan.
୨. ଜୁଆଣି —୨. The Carraway. Carum Carin; Carum Ajowan.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୋଦ)

[ସମ୍ପାଦନା]

ଆମୋଦ; ଆନନ୍ଦ —Pleasure; delight

[ଉ— ବିଦା ସଦା ମୋଦା ଗଦା ଗରଧର ବର ତାର ତାହି ବିହି— ଭଞ୍ଜ. ବୈଦେହୀଶବିଳାସ]