ମୋଦି
ଦେଖଣା
ମୋଦି
ଉଚ୍ଚାରଣ
[ସମ୍ପାଦନା](ମୁଦୀ, ମୁଦ୍ଦି—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ରିବା; ପ୍ରା. ମୁଦ୍ଦିଆ)
[ସମ୍ପାଦନା]- ୧. ଅଙ୍ଗୁରୀୟକ; ହାତର ବା ଗୋଡ଼ର ଆଙ୍ଗୁଠିରେ ପିନ୍ଧାଯିବା ଗୋଲାକାର ବଳୟ —୧. Finger-ring for the hand and the leg.
- ୨.
ଅନୁବାଦ
[ସମ୍ପାଦନା]ମୋଦି
|
(ସଂସ୍କୃତ - ମୋଦକ, ମୋଦନୀ) ଚାଉଳ, ଡାଲି, ଲୁଣ, ତେଲ ଓ ମସଲା ଆଦି ଦୌନିକ ବ୍ୟବହାର୍ଯ୍ୟ ଖୁଚୁରା ବିକ୍ରୟକାରୀ ଦୋକାନୀ —Grocer;a retail dealer.
[ଉ—ବଜାରର ମୁଦି ଦୋକାନୀମାନଙ୍କର ପାଉଣା ଚାରି ହଜାର ଫକୀରମୋହନ. ଛମାଣଆଠଗୁଣ୍ଠ]