ମୋଦିନୀ
ଦେଖଣା
ମୋଦିନୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ମୋଦ=ଆନନ୍ଦ+ଅଛି ଅର୍ଥରେ ଇନ୍+ସ୍ତ୍ରୀ ଈ)
[ସମ୍ପାଦନା]- ୧. ଯୁଆଣି —୧. Ajwan; carraway
- ୨. ମଲ୍ଲିକା —୨. Jasmine; Jasminum Zambac?
- ୩. ଯୁଥିକା; ଯୁଇ —୩. Jasminum Anriculatum.
- ୪. କସ୍ତୂରି —୪. Musk.
- ୫. ମଦିରା —୫. Wine.
ସଂସ୍କୃତ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]ମୋଦିର ସ୍ତ୍ରୀଲିଙ୍ଗ —Feminine of Modi.