Jump to content

ମୋରଟ

ଉଇକିଅଭିଧାନ‌ରୁ

ମୋରଟ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମୁର୍ ଧାତୁ= ବେଷ୍ଟନ କରିବା+ଅଟ)

[ସମ୍ପାଦନା]
୧. ଇକ୍ଷୁ ମୂଳ —୧. Root of sugarcane.
୨. ଆଙ୍କୋଟ; ଧଳା ଗଛ ଆଙ୍କୁ ଗଛ —୨. A tree; Alangium Lamarckii.

[ଦ୍ରଷ୍ଟବ୍ୟ —ଏହାର ଅନ୍ୟ ସଂସ୍କୃତ ନାମ— ଶିତଦ୍ରୁ, ସୁଦଳ, କ୍ଷୀରକ, କ୍ଷୀର ମୋରଟ, କର୍ଣ୍ଣପୁଷ୍ପ, ପୀଲୁ ପତ୍ର, ମଧୁ ସ୍ରବ,ଘନମୂଳ, ଦୀର୍ଘମୂଳ, ପୁରୁଷ. କ୍ଷୀରପୁଷ୍ପ]

୩. କରାଡ଼ ବୃକ୍ଷ (କବିରାଜ ହରେକୃଷ୍ଣ ଦ୍ରବ୍ୟଗୁଣ) — ୩. A kind of wild tree.
୪. ପ୍ରସବର ୭ ଦିନ ପରେ ସ୍ତନରୁ ଜାତ ଦୁଗ୍ଧ (ହିନ୍ଦୀ - ଶ) —୪. Mother's milk after the ୭th day of delivery.