Jump to content

ମୋରିହା

ଉଇକିଅଭିଧାନ‌ରୁ

ମୋରିହା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ତିନି କେନା ଥିବା ପତ୍ର ବିଶିଷ୍ଟ ବଡ଼ ବନ୍ୟ ଗଛ —A wild tree having three-angled leaves.

[ଦ୍ରଷ୍ଟବ୍ୟ —ଏହି ଗଛର କାଠରେ ଲଙ୍ଗଳ ତିଆରି ହୁଏ ଏଥିର ମୂଳକୁ ସିଝାଇ କୃମିରୋଗାକ୍ରାନ୍ତ ଶିଶୁଙ୍କୁ ଦିଆଯାଏ]