ମୋରେ
ଦେଖଣା
ମୋରେ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ସର୍ବ (ପଦ୍ୟ)
[ସମ୍ପାଦନା]- ୧. ମୋଠାରେ; ମୋ ପ୍ରତି —୧. At me; to me.
[ଉ—ଚିଟା ହେଲା ମୋରେ କାହୁଁ କି ଶୁଣି—କବିସୂର୍ଯ୍ୟ. କବିତା]
- ୨. ମୋଦ୍ୱାରା — ୨. By me.
[ଉ—ବହିଲା ଗର୍ବ ସର୍ବ ମୋରେ ହୋଇଛି ଶୁଣି ମୁନି ପ୍ରଶଂସିବା ଯେ, ବାଜେ—ଭଞ୍ଜ. ବୈଦେହୀଶବିଳାସ]
- ୩. ମୋତେ; ଆମ୍ଭଙ୍କୁ — ୩. To me.
(ଉ—ମୋରେ କରୁଣା କର ଦୟାନିଧି)