ମୋର କରିବା
କୌଣସି ବ୍ୟକ୍ତି ବା ଦ୍ରବ୍ୟକୁ ଆପଣାର ବୋଲି ଜ୍ଞାନ କରିବା —To regard as one's own.
(ଉ— ସେହି ଦିନରୁ ଜାଣ ଶୁକ୍ର ଋଷିବର, ଦେବଙ୍କୁ ଛାଡ଼ି ଅସୁରଙ୍କୁ କଲେ ମୋର କୃଷ୍ଣସିଂହ ମହାଭାରତ.ଶାନ୍ତି)