ମୋଲମ୍ୱା
ଦେଖଣା
ମୋଲମ୍ୱା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୋଲମ୍ୱା
|
ବୈଦେଶିକ - ବିଶେଷ୍ୟ - (ଫାରାସୀ - )
[ସମ୍ପାଦନା]ତମ୍ୱା ବା ରୂପାର ଅଳଙ୍କାର ଉପରେ ପାରା ଘଷି ତହିଣ ଉପରେ ସୁନାର ଅତି ପତଳା ପତ୍ର ଦେଇ ତାକୁ ଉତ୍ତପ୍ତ କରିବାଦ୍ୱାରା ପ୍ରସ୍ତୁତ ହେବା ଗିଲ୍ଟି କାମ, ମଲମ୍ମା ଅଳଙ୍କାର — Ornaments prepared by putting a thin layer of gold or silver over copper or silver designs after the latter are rubbed with quick-silver.