Jump to content

ମୋଷକ

ଉଇକିଅଭିଧାନ‌ରୁ

ମୋଷକ

ଉଚ୍ଚାରଣ

[ସମ୍ପାଦନା]

(ମୋମିତା, ମୋଷ୍ଟା—ଅନ୍ୟରୂପ)

(ମୋଷିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ମୁଷ୍ ଧାତୁ=ଚୋରି କରିବା+କର୍ତ୍ତୃ. ଅକ)

[ସମ୍ପାଦନା]
୧. ଚୋର —୧. Thief.
୨. ଲୁଣ୍ଠକ — ୨. Plunderer.
୩. ଧପ୍ପାବାଜ; ପ୍ରତାରକ —୩. Cheat, swindler.