Jump to content

ମୋହନା ମୁଗଲ

ଉଇକିଅଭିଧାନ‌ରୁ

ମୋହନା ମୁଗଲ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଓଡ଼ିଶାର 'ମାଳିକା'ମାନଙ୍କରେ ଲିଖିତ କଳିର ଶେଷଭାଗରେ ଭାରତ—ଆକ୍ରମଣକାରୀ ବୀର — Name of a hero who is promised to invade India towards the end of Kaḻi J̄uga.

[ଉ— ଏ ଅନ୍ତେ ମୋହନା ମୁଗର—ପୃଥୀବି ହୋଇବ ଯେ ଶଲ—ଜଗନ୍ନାଥ. ଭାଗବତ]