ମୋହନି କରିବା
ଦେଖଣା
ମୋହନି କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୋହନି କରିବା
|
(ମୋହନି ଲଗା [ଗେ]ଇବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ତନ୍ତ୍ରମନ୍ତ୍ରାଦିଦ୍ୱାରା ମୋହାନ୍ଧ କରିବା —୧. To enchanta a person by means of charms.
- ୨. ବଶ କରିବା — ୨. To bring under control.