Jump to content

ମୋହନ ଭୋଗ

ଉଇକିଅଭିଧାନ‌ରୁ

ମୋହନ ଭୋଗ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ହାଲୁକା ସୁଜି,ଚିନି ଓ ଘିଅରେ ପ୍ରସ୍ତୁତ ମିଷ୍ଟାନ୍ନବିଶେଷ — A sort of jelly.

[ଦ୍ରଷ୍ଟବ୍ୟ —ପ୍ରଥମେ ସୁଜିକୁ ଘିଅରେ ଭାଜି, ତା ପରେ ଚିନିକୁ ଦୁଧରେ ମିଶାଇ ଚିନିମିଶା ଦୁଧକୁ ଭଜା ହେଉଥିବା ସୁଜି ଉପରେ ଢ଼ାଳି ପାକ କରି ଏହା ପ୍ରସ୍ତୁତ କରାଯାଏ

ଚରକରେ ମୋହନଭୋଗର ସଂସ୍କୃତ ନାମ 'ଉତ୍କାରିକା' ଓ ବାବପ୍ରକାଶରେ 'ଲସ୍ପିକା' ବୋଲି ଉଲ୍ଲେଖ ଅଛି]