ମୋହନ ମୁହାଁ
ଦେଖଣା
ମୋହନ ମୁହାଁ
ଉଚ୍ଚାରଣ
[ସମ୍ପାଦନା](ମୋହନମୁହୀଁ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ପ୍ରାଦେଶିକ - (ବାଲେଶ୍ୱର) ବିଶେଷଣ - ପୁଂ. (ସଂସ୍କୃତ - ମୌନ+ମୁଖ)
[ସମ୍ପାଦନା]ଯେଉଁ ଲୋକ ବାହାରକୁ ଖୁବ୍ ନିରୀହ ଓ ସରଳ ବୋଲି ନିଜକୁ ଦେଖାଇ ହୁଏ; ଅଥଚ ଭିତରେ ଭିତରେ ନାନାପ୍ରକାର ଷଡ଼ଯନ୍ତ୍ର ବା ଦୁଷ୍କାର୍ଯ୍ୟରେ ଲିପ୍ତ ଥାଏ; ମଉନମୁହାଁ — A man who shows himself as innocent and simple though enaged in vicious activities such as plotting, intrigues and evil deeds.