ମୋହବତ୍ କରିବା
ଦେଖଣା
ମୋହବତ୍ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୋହବତ୍ କରିବା
|
(ମୋହବତ୍ ଜଗିବା, ମୋହବତ୍ ରଖିବା— ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]ବନ୍ଧୁତ୍ୱ ବା ଚକ୍ଷୁଲଜ୍ଜାକୁ ଦୃଷ୍ଟି ରଖି କାର୍ଯ୍ୟ କରିବା — To show regard for the feelings of another.