ମୋହମତି
ଦେଖଣା
ମୋହମତି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ମୁହ୍ୱତ୍)
[ସମ୍ପାଦନା]ଉପରୋଧ; ଚକ୍ଷୁର୍ଲଜ୍ଜା —୧. Pesonal regard; regard or solicitute for the feelings of another.
- ୨. ବନ୍ଧୁତ୍ୱ —୨. Friendship.
ମୋହମତି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୋହମତି
|
(ମୋହବ[ମ଼]ତିଆ—ଦେଶଜରୂପ)
ବୈଦେଶିକ - ବିଶେଷଣ - (ଫାରାସୀ - )
[ସମ୍ପାଦନା]ଯେ ଚକ୍ଷୁଲଜ୍ଜା ବା ଉପରୋଧ ରଖି କାର୍ଯ୍ୟ କରେ —One who is solicitous for the feelings of other.