Jump to content

ମୋହିତ

ଉଇକିଅଭିଧାନ‌ରୁ

ମୋହିତ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷଣ - (ମୁହ୍ ଧାତୁ+ଣିଚ୍+କର୍ମ. ତ;କିମ୍ୱା ମୋହ+ ସଂଜାତାର୍ଥେ ଇତ)

[ସମ୍ପାଦନା]
୧. ମୋହପ୍ରାପ୍ତ —୧. Bewil. dered.
୨. ପ୍ରତାରିତ —୨. Beguiled; deceived
୩. ମୁଗ୍ଧ —୩. Charmed; enchanted; enamoured; fascinated.