Jump to content

ମୋହିବା

ଉଇକିଅଭିଧାନ‌ରୁ

ମୋହିବା

ଉଚ୍ଚାରଣ

[ସମ୍ପାଦନା]

(ମୋହି ଦେବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସକର୍ମକ) (ସଂସ୍କୃତ - ମୃହ୍ ଧାତୁ, ଣିଚ୍=ମୋହି ଧାତୁ)

[ସମ୍ପାଦନା]
୧. ମୁଗ୍ଧ କରିବା; ବଂଶୀଭୂତ କରିବା — ୧. To charm; to enchant.

(ଉ—ଅବଶ୍ୟ ମୋହନକୁ ମୋହିନରେ କବିସୂର୍ଯ୍ୟ କିଶୋରଚନ୍ଦ୍ରାନନ୍ଦ ଚମ୍ପୂ 'ଘ' ଗୀତ)

୨. ମୁଗ୍ଧ ହେବା —୨. To be chamed.
୩. ବ୍ୟାକୁଳ କରିବା —୩. To perturb.

(ଉ— ପ୍ରିୟ ସହି, ପରମାଦ ବଡ଼, ତୁହି ଗୋ, ପାରୁ କେତେ ଛନ୍ଦେ ମୋହି ଗୋ କବିସୂର୍ଯ୍ୟ କିଶୋରୀ ଚନ୍ଦ୍ରାନନ୍ଦଚମ୍ପୂ ପ. ଗୀତ)

୪. ବ୍ୟାକୁଳ ହେବା —୪. To be perturbed.

(ଉ—ତେସନେ ରାଣୀ ଛନ୍ଦ ହୋଇ, କାନ୍ଦଇ ଅତି ଦୁଃଖେ ମୋହି ଜଗନ୍ନାଥ. ଭାଗବତ)

୫. ଏକତ୍ର ମିଶାଇ ପାକ କରିବା —୫. To cook mixing an ingredient.
୬. ଭ୍ରମରେ ପକାଇବା —୬. To cause one to commit error.